ଝାଇଁକି ଝାଇଁ
ଘଣ୍ଟାକୁ ପିଟିବାର ତାଳ ଉକୁଟ — Part of the rhythmic formula pronouced while beating a song.
[ଦ୍ରଷ୍ଟବ୍ୟ —ଝାଇଁକି ଝାଇଁ, ଝାଇଁକି ଜିଝାଇଁ, ଟାଇଁକି ଝାଇଁ; ଝାଇଁ— ଝାଇଁକିରି ଝାଇଁକି ଝାଇଁ—ଏହା ଘଣ୍ଟ ପିଟିବାର ପୂର୍ଣ୍ଣ ଉତ୍କଟ ଅଟେ]