ଟକ୍ କରି
(ଟକ୍ କିନା, ଟକ୍ କନି, ଟକ୍ କରି, ଟକ୍ଦସ୍—ଅନ୍ୟରୂପେ)
(ସ. ତ୍ୱରା; ହଠାତ୍; ଏକାବେଳକେ; ଅତିଶିଘ୍ର — At once; at one gulp.
(ଯଥା—ବଗ ମାଛଟାକୁ ଟକକରି ଗିଳିଦେଲା)