ଟକ୍କର
ଟକ୍କର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଟକର୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ଦୁଇ ବସ୍ତୁର ପରସ୍ପର ଧକ୍କା ଲାଗିବାଦ୍ୱାରା ଆଘାତ; ଠୋକର —୧. Sudden impact; clash; knock; rap; push.
- ୨. ଟକାଟକ୍ ବା ଜିଦାଜୀଦୀ — ୨. Competition.
- ୩. ପ୍ରତିଯୋଗିତା —୩. Rivalry; emulation.