ଟଙ୍କା ଗଛ
ଟଙ୍କା ଗଛ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଟଙ୍କା ଗଛ
|
=== ଦେଶଜ - ବିଶେଷ୍ୟ - (ଯେଉଁ ଗଛରେ ଟଙ୍କା ଫଳେ)— (ଲକ୍ଷଣାର୍ଥ)
- ୧. ଧନୋପାର୍ଜନ ବ୍ୟକ୍ତି — (figurative) ୧. Earner; one who earns money (of. Pagoda-tree).
(ଯଥା—ଅର୍ଜନକାରିଆ ପୁଅ ମୋର ଟଙ୍କା ଗଛ)
- ୨. ଯେଉଁ ବ୍ୟକ୍ତିଠାରୁ କୌଣସି ବ୍ୟକ୍ତି ପ୍ରଚୁର ପରିମାଣରେ ଧନ ପାଏ —୨. A person from whome another gets much money.