ଟଣ୍କିନି

ଉଇକିଅଭିଧାନ‌ରୁ

ଟଣ୍କିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଟଣ୍ କରି, ଟଣ୍ କିନା, ଟଣ୍ କିରି, ଟଣ୍ ଦସ୍ଅନ୍ୟରୂପ

ଦେଶଜ - କ୍ର. ବିଣ—(ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଟଣ୍ ଟଣ୍ ଶବ୍ଦ କରି —୧. Making a tinkling sound.

(ଯଥା—ଘଣ୍ଟା ଟଣ୍ କିନି ବାଜିଲା)

୨. ତୀବ୍ର ବେଦନା ବା ବଥା କରି — ୨. Giving acute pain.
୩. ହଠାତ୍ —୩. Suddenly.

(ଯଥା—ସୁତା ଖଣ୍ଡ ଟଣ୍ କିନି ଛିଣ୍ଡି ଗଲା)