ଟବ୍ଟବ୍
ଟବ୍ଟବ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଟବର ଟବର—ଅନ୍ୟରୂପ)
ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]
ଜଳଦ୍ୱାରା ଅର୍ଦ୍ଧାଧିକ ପୂର୍ଣ୍ଣ ପାତ୍ର ଚ ହଲିଲେ ଯେଉଁ ଶବ୍ଦ ହୁଏ — Sound caused by shaking a vessel more than half full of water.
(ଯଥା—ପଇଡ଼ଟାରେ ପାଣି ଟବ୍ଟବ୍ ହଉଛି)
[ଦ୍ରଷ୍ଟବ୍ୟ —ଟବ୍ଟବ୍ ଠାରୁ ଟୁବ୍ ଟୁବ୍ କ୍ଷୁଦ୍ର ତର ଶବ୍ଦ]