Jump to content

ଟମକିଆ

ଉଇକିଅଭିଧାନ‌ରୁ

ଟମକିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧେଣ୍ଡୁରା ଦେବା ଲୋକ; ନାଗରଚୀ — Drummer.

ସେ ଡଗରା ନାୟକ ଶୁଣି ବାହାରିଲା ଟମକିଆମାନଙ୍କ ଆଗରେ କହିଲା କୃଷ୍ଣସିଂହ. ମହାଭାରତ. ବନ.