Jump to content

ଟାଇଁଟାଇଁ

ଉଇକିଅଭିଧାନ‌ରୁ

ଟାଇଁଟାଇଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. କଠିନ ବା ଧାତୁମୟ ପଦାର୍ଥରେ କୌଣସି କଠିନ ବସ୍ତୁ ବାଡ଼େଇବାର ଧ୍ୱନି — ୧. Metallic hard sound; sound of striking a metal with another hard substance.

[ଦ୍ରଷ୍ଟବ୍ୟ —ଘଣ୍ଟା ବାଡ଼େଇବାର; କମାର ହାତୁଡ଼ିରେ ଲୁହା ବାଡ଼େଇବାର; ଶୁଖିଲା ଟେକାଟାଏ ଫମ୍ପା ହାଣ୍ଡିରେ ଜୋର୍ରେ ବାଜିବାର ଶବ୍ଦକୁ ଟାଇଁ ଟାଇଁ ଶବ୍ଦ କୁହାଯାଏ]

୨. ତୀବ୍ର; ପ୍ରଚଣ୍ଡ; କଠୋରଭାବରେ — ୨. Afflicting; giving pain; sharply.

(ଯଥା—ଖରାଟା ଟାଇଁ ଟାଇଁ ମାରୁଛି)

୩. ଟାଉଁ ଟାଉଁ; ବିରକ୍ତିଆ; ଚିଡ଼ିଚିଡ଼ି —୩. Fretting.

ଆଉ ସବୁବେଳେ ଟାଇଁଟାଇଁ, ଗହ୍ମା ପୁନିଅଁ ଦିନ ମାଇଁ—ଢଗ