ଟାଇଁଟାଇଁ
ଟାଇଁଟାଇଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଟାଇଁଟାଇଁ
|
ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. କଠିନ ବା ଧାତୁମୟ ପଦାର୍ଥରେ କୌଣସି କଠିନ ବସ୍ତୁ ବାଡ଼େଇବାର ଧ୍ୱନି — ୧. Metallic hard sound; sound of striking a metal with another hard substance.
[ଦ୍ରଷ୍ଟବ୍ୟ —ଘଣ୍ଟା ବାଡ଼େଇବାର; କମାର ହାତୁଡ଼ିରେ ଲୁହା ବାଡ଼େଇବାର; ଶୁଖିଲା ଟେକାଟାଏ ଫମ୍ପା ହାଣ୍ଡିରେ ଜୋର୍ରେ ବାଜିବାର ଶବ୍ଦକୁ ଟାଇଁ ଟାଇଁ ଶବ୍ଦ କୁହାଯାଏ]
- ୨. ତୀବ୍ର; ପ୍ରଚଣ୍ଡ; କଠୋରଭାବରେ — ୨. Afflicting; giving pain; sharply.
(ଯଥା—ଖରାଟା ଟାଇଁ ଟାଇଁ ମାରୁଛି)
- ୩. ଟାଉଁ ଟାଉଁ; ବିରକ୍ତିଆ; ଚିଡ଼ିଚିଡ଼ି —୩. Fretting.
ଆଉ ସବୁବେଳେ ଟାଇଁଟାଇଁ, ଗହ୍ମା ପୁନିଅଁ ଦିନ ମାଇଁ—ଢଗ