ଶ୍ରାଦ୍ଧ
ଦେଖଣା
ଶ୍ରାଦ୍ଧ
ଉଚ୍ଚାରଣ
[ସମ୍ପାଦନା](ଶ୍ରାଧ— ଦେଶଜ - ରୂପ)
[ଶିରାଧ—ଗ୍ରାମ୍ୟ - ରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶ୍ରଦ୍ଧା +ୟୁକ୍ତାର୍ଥେ. ଅ)
[ସମ୍ପାଦନା]ଶ୍ରଦ୍ଧାଯୁକ୍ତ —Devotional; reverent.
ବିଶେଷ୍ୟ -
[ସମ୍ପାଦନା]ପିତୃକୃତ୍ୟୁ; ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଯୁକ୍ତ ପୁତ୍ରାଦିଙ୍କଦ୍ୱାରା କରାଯିବା ପିଣ୍ଡଦାନାଦି ଅନୁଷ୍ଠାନ —Offering or oblation of rice- cakes made to one's deceased ancestors.
ଦେଶଜ - ବିଶେଷ୍ୟ - (ଶ୍ରାଦ୍ଧାକାଳରେ ପିତୃଗଣଙ୍କ ପୁନଃ ପୁନଃ ନାମୋଚ୍ଚାରଣେ କରାଗଲାପରି)
[ସମ୍ପାଦନା]ପୂର୍ବପୁରୁଷମାନଙ୍କ ନାମୋଚ୍ଚାରଣପୂର୍ବକ ଗାଳି —Abuse by utterting the names of the ancestors of the abused person.