Jump to content

ଟାକୁଟାକୁ ହେବା

ଉଇକିଅଭିଧାନ‌ରୁ

ଟାକୁଟାକୁ ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଭୋକରେ ପାଟୁ ପାଟୁ ହେବା ବା ବିକଳ ହେବା — ୧. To feel the extrteme pangs of hunger.
୨. ଖାଇବା ପାଇଁ ଟାକି ରହିବା — ୨. To wait impatiently for food.