ଟାଙ୍ଗରା

ଉଇକିଅଭିଧାନ‌ରୁ

ଟାଙ୍ଗରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଟଙ୍କ) ରୋଗବିଶେଷ; ଯେଉଁ ରୋଗ ହେଲେ ମୁଣ୍ଡର ବାଳ ଉପୁଡ଼ି ଯାଏ; ଖଲ୍ୱାଟ; ମସ୍ତକର କେଶହୀନତା —୧. Alopacia; baldness.
୨. (ସଂସ୍କୃତ - ତ୍ର୍ୟଙ୍ଗଟ=ଶିକା) ତେଙ୍ଗଡ଼ା; ରନ୍ଧନଶାଳାରେ ହାଣ୍ଡି ଆଦି ରଖିବାରେ ମାଟିର ପିଣ୍ଡୀ ବା ଉଚ୍ଚ ସ୍ଥାନ — ୨. A grooved niche in the kitchen for keeping cooking pots.

ପ୍ରାଦେଶିକ - (ସମ୍ୱଲପୁର; ଗଡ଼ଜାତ)ବିଶେଷଣ -[ସମ୍ପାଦନା]

ପାହାଡ଼ିଆ ଓ ଉଦ୍ଭିଦ— ଶୂନ୍ୟ (ଭୂମି) —Barren and hilly (tract of land).

(ଟାଙ୍ଗରୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଚନ୍ଧାମୁଣ୍ଡିଆ; ଯାହା ମୁଣ୍ଡର ମଝିରୁ ବାଳ ଯାକ ଉପୁଡ଼ି ଯାଇଥାଏ — ୧. Bald-headed.
୨. କେଶହୀନ (ମସ୍ତକ) — ୨. Bald (head).