ଠକରା

ଉଇକିଅଭିଧାନ‌ରୁ

ଠକରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

(ଧ୍ୱନ୍ୟନୁକରଣ)— ବଣ ନିକଟସ୍ଥ ଭୂମିରେ ଫସଲ ଜଗିବା ଲୋକଙ୍କଦ୍ୱାରା ବନ୍ୟ ଜନ୍ତୁଙ୍କୁ ହୁରୁଡ଼େଇବା ପାଇଁ ଭାଡ଼ି ଉପରେ ଠକ ଠକ ବଜାଯିବା ବାଉଁଶର ଏକପ୍ରକାର ବାଦ୍ୟ ଯନ୍ତ୍ର — A contrivance of bamboo which is sounded with ୨ sticks and produces clickng sounds to scare away wild animals from the fields in the night.

[ଦ୍ରଷ୍ଟବ୍ୟ —ଦୁଇଆଡ଼େ ଗଣ୍ଠିଥିବା ଏକପଦ ମୋଟ ବାଉଁଶରେ ଆଙ୍ଗୁଳେ ଚଉଡ଼ାରେ ଗୋଟିଏ ଲମ୍ୱା ଛିଦ୍ର କରି ତାହାର ଦାଢ଼ରେ ଦୁଇଖଣ୍ଡକାଠି ବାଡ଼େଇଲେ ଉଚ୍ଚ ଶବ୍ଦ ହୁଏ]