ଠଣ୍ ଠଣ୍
ଠଣ୍ ଠଣ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - (ଧ୍ୱନ୍ୟନୁକରଣ) ଅ[ସମ୍ପାଦନା]
- ୧. ଧାତୁମୟ ପଦାର୍ଥର ପରସ୍ପର ଆଘାତଜନିତ ଶବ୍ଦ; ଟଙ୍କା ଗଣିବାରେ ଶବ୍ଦ; ଘଣ୍ଟି ଶବ୍ଦ — ୧. Clanging sound; ding; clang.
- ୨. ପୋଲ ପାତ୍ରରେ ଶବ୍ଦ — ୨. Sound of a hollow vessel; hollow sound.
ବିଶେଷଣ -[ସମ୍ପାଦନା]
- ୧. ଅପର୍ଯ୍ୟାପ୍ତ; ଗଜଗଜ (ଧନ) — ୧. Plentiful (cash).
(ଯଥା—ତା ପାଖରେ ଟଙ୍କା ଠଣ୍ଠଣ୍ ହଉଛି)
- ୨. ଅତି ଅଭାବଗ୍ରସ୍ତ ବା ନିର୍ଧନ (ବ୍ୟକ୍ତି) — ୨. Very needy; indigent (person).
(ଯଥା—ମୁଁ ଏବେ ଠଣ୍ଠଣ୍ ମଦନ ଗୋପାଳ)
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
ନଗଦ —In cash.
(ଯଥା—ସେ ଟ ୩ ଠଣ୍ଠଣ୍ କରି ଗଣି ଦେଲା)