ଠାବ
ଦେଖଣା
ଠାବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ; ପ୍ରା. ଠାଣା; ଠାଁ ସଂସ୍କୃତ - ସ୍ଥାପନ)
[ସମ୍ପାଦନା]- ୧. ସ୍ଥାନ; ଜାଗା —୧. Place; space; room.
ସର୍ବେ ମୁଁ ମହାତପ କଲି, ବସିବା ଠାବେ ତା ଲିଭିଲି ଭୂପତି. ପ୍ରମପଞ୍ଚାମୃତ
- ୨. କୌଣସି ବ୍ୟକ୍ତିର ବାସସ୍ଥାନ; ଠିକଣା — ୨. Dwelling place;address; or whereabouts of a person.
(ଯଥା—୩ ବରଷ ଖୋଜି ଖୋଜି ନିରୁଦିଷ୍ଟ ବ୍ୟକ୍ତିର ଠାବ ମିଳିଲା ନାହିଁ)
- ୩. ଠିକଣା; ନିଶ୍ଚିତ ସଂବାଦ; ପତ୍ତା; ସନ୍ଧାନ — ୩. Certain news; trase; clue.
(ଯଥା—ମୁଁ ତାଙ୍କର ତୀର୍ଥମୃତ୍ୟୁର କୌଣସି ଠାବ ପାଇଲି ନାହିଁ)
- ୪. ଆଶ୍ରୟ —୪. Shelter.
- ୫. ପାତ୍ର; ଆଧାର —୫. Pot; receptacle.
ଠାବ ଆଣ ବୋଲି ରାୟେ ଧାଈଙ୍କି କହିଲେ ସୁବର୍ଣ୍ଣ ତାଟିଆ ମୁଦୂସମୂଳୀ ଆଣି ଦେଲେ ପ୍ରାଚୀନବଳଚରିତ