Jump to content

ଠୁକିବା

ଉଇକିଅଭିଧାନ‌ରୁ

ଠୁକିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଷ୍ଟ୍ୟୈ ଧାତୁ=ଶବ୍ଦ କରିବା; ଧୂକ୍ଷ ଧାତୁ= କ୍ଳେଶନ; କିମ୍ୱା ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଧୀରଭାବରେ କଠିନ ପଦାର୍ଥରେ ଆଘାତ କରିବା — ୧. To strike on a hard thing slowly.

ଠ ବର୍ତ୍ତୂଳ ସ୍ତନେ ନଖ ଠୁକିଲେ ହେଲେ ବିମୁଖ—କବିସୂର୍ଯ୍ୟ. ସଙ୍ଗୀତ

୨. ଠୁକୁରାଇବା —୨. To peck repeatedly; to strike gently.
୩. (ଟେକା) ଫିଙ୍ଗିବା —୩. To pelt.

ଟେକି ଠୁକିଲି ଲୋଷ୍ଟ ସର୍ବ ସୁପର୍ବ ଶ୍ରେଷ୍ଠ ଚନ୍ଦ୍ରଚୂଳ ଦେଉଳ ହାରକୁରେ କବିସୂର୍ଯ୍ୟ. ସଙ୍ଗୀତ