ଠୁଳ କରିବା

ଉଇକିଅଭିଧାନ‌ରୁ

ଠୁଳ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଥୂଳ)[ସମ୍ପାଦନା]

୧. ଗଦା କରିବା; ଜମା କରିବା —୧. To heap up; to amass.
୨. ସଂଗ୍ରହ କରିବା —୨. To gather up.
୩. ବହୁଲୋକଙ୍କୁ ଏକତ୍ର କରାଇବା — ୩. To cause people to gather at a place.
୪. ବହୁବସ୍ତୁକୁ ଏକତ୍ର ମିଶାଇବା — ୪. To mix up many things.
୫. (ବହୁସଂଖ୍ୟାକୁ) ଯୋଗ କରିବା; ଯୋଗ କରିବା — ୫. To add up; to total.