ଡକାଇବା
ଦେଖଣା
ଡକାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଡାକିବା କ୍ରିୟାର ଣିଜନ୍ତ ରୂପ — ୧. Causative of Ḍākibā
- ୨. ଡାକି ଆଣିବା ନିମନ୍ତେ ଲୋକ ପଠାଇବା — ୨. To call for; to send for.
ଶକୁନି ଦୁଃଶାସନ କର୍ଣ୍ଣେ ଡକାଇଲେ— କୃଷ୍ଣସିଂହ. ମହାଭାରତ. ବନ
- ୩. ତଲବ କରିବା; ଉପସ୍ଥିତ ହେବାପାଇଁ ସଂବାଦ ପ୍ରେରଣ କରିବା —୩. To summon.
- ୪. ଚିତ୍କାର କରିବାକୁ ବାଧ୍ୟ କରିବା — ୪. To cause a person to short.