ଡଜନ ଦର
ଡଜନ ଦର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଡଜନ ରେଟ, ଡଜନ ଭାଉ—ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଇଂରାଜୀ - ଡଜନ୍ + ଫାରାସୀ - ଦର)[ସମ୍ପାଦନା]
କୌଣସି ପଣ୍ୟ ଦ୍ରବ୍ୟର ପ୍ରତି ୧୨: ଗୋଟାର ମୂଲ୍ୟ ବା କିମତ — Rate per dozen of any ware.
(ଯଥା— ଗେଞ୍ଜିଗୁଡ଼ିକ ମୁଁ ଡଜନ ଦରରେ କଲିକତାରେ କିଣିବାରୁ ସସ୍ତାରେ ମିଳିଲା)
[ଦ୍ରଷ୍ଟବ୍ୟ — ପଣ୍ୟଦ୍ରବ୍ୟ ବେଶି ସଂଖ୍ୟାରେ କିଣିବା ପାଇଁ ଲୋକ— ମାନଙ୍କୁ ଉତ୍ସାହିତ ବା ପ୍ରଲୋଭିତ କରିବା ନିମନ୍ତେ ଦୋକାନୀ— ମାନେ ଉକ୍ତ ଦ୍ରବ୍ୟର ଡଜନ ଦରକୁ ଗୋଟିକିଆ ଦର ଅନୁପାତରେ ସସ୍ତା କରିଥାଆନ୍ତି]