ଡଭର

ଉଇକିଅଭିଧାନ‌ରୁ

ଡଭର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡମ୍ୱର)[ସମ୍ପାଦନା]

ବାହ୍ୟାଡ଼ମ୍ୱର; ଭୋର୍ — Pomp; granderur.

ବିଶେଷଣ -[ସମ୍ପାଦନା]

୧. ଦେଖାସୁନ୍ଦର; ରୂପସୁନ୍ଦର; ଡଉଲଡାଉଲ — ୧. Showy.
୨. ସ୍ଥୁଳକାୟ —୨. Fat; thick.