ଡମ୍ୱର
ଦେଖଣା
ଡମ୍ୱର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଡନ୍ୱ୍ ଧାତୁ =ପ୍ରେରଣ କରିବା +ଅର)
[ସମ୍ପାଦନା]- ୧. ଉଦ୍ଧତ —୧. Arrogant.
- ୨. ବିଖ୍ୟାତ —୨. Noted; celebrated.
- ୩. ଉତ୍କୃଷ୍ଟ —୩. Excellent.
ବିଶେଷ୍ୟ -
[ସମ୍ପାଦନା]- ୧. ଉତ୍କୃର୍ଷ —୨. Excellence.
- ୨. ଔଦ୍ଧତ୍ୟ; ଗର୍ବ —୨. Arrogance; pride.
ଶମ୍ୱରପର କମ୍ୱଳ ସମଦାୟ ଡମ୍ୱର ଦଳିଲେ ଲମ୍ୱୁ ଚିକୁରବତୀ କବିସୂର୍ଯ୍ୟ. ସଙ୍ଗୀତ
- ୩. ପ୍ରକାଶ — ୩. Manifestation; appearance.
କନକ ଦର୍ପଣ ବଦନ ମଣ୍ଡଳ ଗଲା ପ୍ରସାଦ ଡମ୍ୱରକୁ ଦୀନକୃଷ୍ଣ. ରସକଲ୍ଲୋଳ
- ୪. ଆଡ଼ମ୍ୱର —୪. Ado; grander.
- ୫. ସମୂହ; ରାଶି — ୫. Assemblage; collection; mass (Apte.)
- ୬. ବିସ୍ତାର —୬. Extension.
- ୭. ବିଳାସ —୭. Sport.
- ୮. ସାଦୃଶ୍ୟ — ୮. Resemblance; likeness (Apte.)
କଦମ୍ୱ ଜଳଦଡ଼ମ୍ୱର ବିଳାସୀ ରାଧାନାଥ. ଚିଲିକା