ଡମ୍ୱରୁ
- ରୋ.ଟ୍ରା. — Ḍambaru
- ଆଇ.ପି.ଏ. — ɖˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo ɾˈɔ hɾˈɔʃʃoˌukaɾ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡ଼ମରୁ)
[ସମ୍ପାଦନା]
- ୧. ଡ଼ମରୁ (ଦେଖ) - ୧. Ḍamaru (See)
ଡମ୍ୱରୁମଝା ସିଂହ ଠାଣି, ରତ୍ନ ନେଖଳା ସୁକଙ୍କିଣୀ ଭୂପତି. ପ୍ରେମପଞ୍ଚାମୃତ
- ୨. ତଳ କାନରେ ପିନ୍ଧାଯିବା ସୁନାର ଅଳଙ୍କାରବିଶେଷ — ୨. An ornament worn on the lower part of the ear.