ଡଲା
ଡଲା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡଲ୍ଲକ=ବଂଶାଦିନିର୍ମିତ ପାତ୍ର)[ସମ୍ପାଦନା]
ବାଉଁଶ ବା ବେତ ପାତିଆର ଚାଙ୍ଗଡ଼ା — A wicker-work tray.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
- ୧. ବାଉଁଶିଆ — ୧. Basket.
- ୨. ଗାଣ୍ଡୁଆ —୨. A wide-mouthed bamboo- strip-basket.