ଡହଳ ବିକଳ
ଦେଖଣା
ଡହଳ ବିକଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡହଳ ବିକଳ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାହାକୁଳ; ସଂସ୍କୃତ - ଦଗ୍ଧ+ଆକୁଳ)
[ସମ୍ପାଦନା]- ୧. ପୀଡ଼ରେ ଅସ୍ଥିର; ପୀଡ଼ାରେ ଅଧୀର — ୧. Restless through pain.
- ୨. ଶୋକାକୁଳ —୨. Afflicted with grief; overcome with sorrow.
ବିଶେଷ୍ୟ -
[ସମ୍ପାଦନା]ପୀଡ଼ାଜନିତ ଆତୁରତା ବା ଅଧୀରତା — Affliction; restlessness due to pain.