ଡ଼ାଳି ପୋହୋଳା

ଉଇକିଅଭିଧାନ‌ରୁ

ଡ଼ାଳି ପୋହୋଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ ଓ ପ୍ରବାଳ)[ସମ୍ପାଦନା]

୧. ମାଳାରେ ଗୁନ୍ଥା ଯିବା ଲମ୍ୱ— ଲମ୍ୱ ଗଡ଼ରେ କଟା ହୋଇଥିବା ପ୍ରବାଳଖଣ୍ଡ; ବୃକ୍ଷବତ୍ ପ୍ରବାଳର ଡ଼ାଳ ବା ଶାଖାରୁ କଟା ହୋଇଥିବା ଲମ୍ୱ ଲମ୍ୱ ଖଣ୍ଡମାନ —୧. Long pieces of coral used for stringing into necklaces.

[ଦ୍ରଷ୍ଟବ୍ୟ —ପ୍ରବାଳ ଏକପ୍ରକାର ସାମୁଦ୍ରିକ ଜୀବଙ୍କ ଉପର୍ଯ୍ୟୁପରି ଗଠିତ ସ୍ତରମାନଙ୍କ ସମଷ୍ଟି ଅଟେ ତାହା ଦେଖିବାକୁ ଶାଖାବିଶିଷ୍ଟ ବୃକ୍ଷ ପରି ସେହି ଶାଖାରୁ ସରୁ ଲମ୍ୱ ଲମ୍ୱ ଶାଖାବିହୀନ ଖଣ୍ଡମାନ କାଟିଲେ ତାହାକୁ ଡାଳି ପୋହଳା ଓ ଗୋଲ, ମୋଟା ଏବଂ ଗଣ୍ଠିଆ ଖଣ୍ଡମାନଙ୍କୁ, ମୁଣ୍ଡି ପୋହଳା ବୋଲାଯାଏ ଏ ଡାଳି ପୋହୋଳର ଖଣ୍ଡମାନଙ୍କୁ ଗୁନ୍ଥି କଣ୍ଠି ବା ମାଳି କରାଯାଏ]

୨. ଏକଜାତୀୟ ନାଲି ଓ ଲମ୍ୱା ଧାନ — ୨. A species pf paddy (red and long).