Jump to content

ଡାକ ଗାଡ଼ି

ଉଇକିଅଭିଧାନ‌ରୁ

ଡାକ ଗାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ଗାଡ଼ି, ଶଗଡ଼ ଓ ମଟର ଆଦିଦ୍ୱାରା ଡାକ ବୁହାଯାଏ —୧. Mail cart; mail- carriage; mail-van.
୨. ସାଧାରଣ ଯାତ୍ରୀ ନେବା ରେଳଗାଡ଼ିଠାରୁ ଦ୍ରୁତଗତିରେ ଚାଲିବା ରେଳଗାଡ଼ି, ଯହିଁରେ ସରକାରୀ ଡାକ ମଧ୍ୟ ବୁହାଯାଏ; ମେଲ୍ ଗାଡ଼ି — ୨. Mail train; express train.