ଡାକ ଦି ହାତି
ଡାକ ଦି ହାତି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଡାକସେସ୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଓ. ଡାଳ+ଫାରାସୀ - ଦେହାତ୍=ଗ୍ରାମ, ମଫସଲ; ସହରରୁ ଗ୍ରାମକୁ ବା ମଫସଲକୁ ଓ ଗ୍ରାମରୁ ସହରକୁ ଯିବାଆସିବା କରୁଥିବା ଡାକର ବ୍ୟୟ ନିର୍ବାହାର୍ଥ ଏ ଶୁଳ୍କ ଆଦାୟ ହେବାରୁ ସମ୍ଭବତଃ ଏହିନାମ)[ସମ୍ପାଦନା]
ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଡାକ ବା ଚିଠି ନେବା ଆଣିବା ପାଇଁ ଦେଶର ଲୋକଙ୍କଠାରୁ ଗଭର୍ଣ୍ଣମେଣ୍ଟ ପୂର୍ବେ ଯେଉଁ କର ନେଉଥିଲେ — Dak-cess; a cess realised formerly by the Goverment for maintaining the postal service.