ଡାକ ରସିଦ୍
ମନିଅର୍ଡର ବା ରେଜିଷ୍ଟରି ଚିଠି ଆଦି ଡାକ ଘରେ ଅର୍ପଣ କରିବା ବ୍ୟକ୍ତିଙ୍କୁ ପୋଷ୍ଟମାଷ୍ଟର ଯେଉଁ ରସିଦ ଦିଅନ୍ତି — Postal receipt; postal acknowledgement for registererd letters and mony orders.