ଡାକ ଲଫାପା
ଡାକ ଲଫାପା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଡାକ ଲଫାପା
|
ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ଲିଫାଫା=ମୁଣା)[ସମ୍ପାଦନା]
- ୧. ଯେଉଁ କାଗଜମୁଣିରେ ଚିଠି ଆଦି ଭର୍ତ୍ତି କରାଯାଇ ଡାକରେ ପ୍ରେରିତ ହୁଏ — ୧. Postal cover or envelope.
- ୨. ଡାକ ଟିକଟ ମରାଯାଇଥିବା ଲଫାପା, ଯାହା ଡାକଘରେ ବିକ୍ରି କରାଯାଏ —Stamped postal envelope.