ଡାକ ଲଫାପା
ଦେଖଣା
ଡାକ ଲଫାପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଡାକ ଲଫାପା
|
ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ଲିଫାଫା=ମୁଣା)
[ସମ୍ପାଦନା]- ୧. ଯେଉଁ କାଗଜମୁଣିରେ ଚିଠି ଆଦି ଭର୍ତ୍ତି କରାଯାଇ ଡାକରେ ପ୍ରେରିତ ହୁଏ — ୧. Postal cover or envelope.
- ୨. ଡାକ ଟିକଟ ମରାଯାଇଥିବା ଲଫାପା, ଯାହା ଡାକଘରେ ବିକ୍ରି କରାଯାଏ —Stamped postal envelope.