ଢକଢକ ହେବା
ଢକଢକ ହେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଢକଢକ ହେବା
|
ଦେଶଜ - କ୍ରି.[ସମ୍ପାଦନା]
- ୧. (କୌଣସି ବଡ଼ ଗର୍ତ୍ତ ବା ସ୍ଥାନରେ ଅପେକ୍ଷାକୃତ ସରୁଆ ଖିଇ ଆଦି ହୁଗୁଳା ହୋଇ ବସିଥିବାରୁ) ଦୋହଲିବା; ହଲର ହଲର ହେବା —୧. To sit slackly (as a slender stick in a bigger hole).
(ଯଥା—ମେରିଗାତରେ ମାଟି ଠିକ୍ ମତେ ଖୁନ୍ଦା ହୋଇ ନ ଥିବାରୁ ମେରିଖୁଣ୍ଟାଟା ଢକଢକ ହଉଛି)
- ୨. ରୋଗ ବା ଅନାହାର ଯୋଗୁଁ କୌଣସି ଜୀବ ଦୁର୍ବଳ ଓ କ୍ଷୀଣ ହେବା —୨. To be reduced to skeleton (owing to weakness, disease or fasting).
(ଯଥା—ଦୁର୍ଭିକ୍ଷ ଯୋଗୁଁ ସେ ଅଞ୍ଚଳର ଲୋକମାନେ ଢକଢକ ହୋଇ ଗଲେଣି)