ଢକ୍ କିନି

ଉଇକିଅଭିଧାନ‌ରୁ

ଢକ୍ କିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

ଅତି ଅଳ୍ପ ସମୟ ଅଧ୍ୟରେ; ଝଟ୍ (ଢୋକି ଦେବା); ଏକା ଢୋକକେ — (to swallow) At a gulp; in a moment.

(ଯଥା—ଏ ଔଷଧ ଟିକ ଢକ୍କିନି ଗିଳି ଦେ)