ଢଗ ମେଲିବା
କୌଣସି ବ୍ୟକ୍ତି ବା ଘଟନାକୁ ଲକ୍ଷ୍ୟ ବା ଉପହାସ କରି ଢଗ ବୋଲିବା — To banter a person.
ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ