ଢଙ୍କୁଣ
ଲମ୍ୱ ବେଣ୍ଟଯୁକ୍ତ ବରଛା — Long-handled lance.
ତେଲଙ୍ଗା ବାହାର ଧରି ଢଙ୍କୁଣ, ଯହିଁ ନ ଦିଶିଲା ସୂର୍ଯ୍ୟ କିରଣ—ବ୍ରଜନାଥ. ସମତରଙ୍ଗ