ଢଣା
ଦେଖଣା
ଢଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପରିଶ୍ରାନ୍ତ; କ୍ଳାନ୍ତ — ୧. Tired; fatigued; wearied.
ପ୍ରାଦେଶିକ - (ଗଢଜାତ) ବିଶେଷ୍ୟ -
[ସମ୍ପାଦନା]ଗୋରୁଙ୍କ ଧରିବା ରୋଗବିଶେଷ — A kind of cattle disease.
[ ଦ୍ର—ଏ ରୋଗ ହେଲେ ଗୋରୁଙ୍କ ତାଳୁ ବାଟେ ଦୁଇଟା କଣା ଫୁଟିଯାଏ ସବୁବେଳେ ଗୋରୁ ଝୁଲନ୍ତି ସେ କଣାବାଟେ ପାଣି ତୋଡାଣି ତାଳୁରେ ପଶିଯିବାରୁ ଗୋରୁ ଖାଇ ପାରନ୍ତି ନାହିଁ ଅଳତା ସିଠାକୁ ନିମ କାଠିରେ ଖୁନ୍ଦି ସେ କଣାକୁ ବୁଜି ଦେଲେ ଏ ରୋଗ ଭଲ ହୋଇଯାଏ]