ଢାଇ ଢାଇ
ଦେଖଣା
ଢାଇ ଢାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ.
[ସମ୍ପାଦନା]- ୧. (ଶିଶୁରଞ୍ଜନ) (ଶିଶୁମାନଙ୍କୁ ବୟଃସ୍ଥମାନେ ହାତ ବା ମୁଣ୍ଡ ଦେଖାଇ ଗୋଲରେ ମୁଣ୍ଡକୁ ଲଢ଼ାଇ— ବାକୁ ଆହ୍ୱାନ କରିବା ବେଳେ ବ୍ୟବହୃତ ଶବ୍ଦ; ମୁଣ୍ଡିଆ ମାର୍ —୧. Words utterred by grown up persons inviting children to butt their heads against the head or palm of the inviter in jest.
- ୨. ଲଢୁଥିବା ମେଣ୍ଢା ଓ ଛେଳିଙ୍କୁ ଉତ୍ତେଜନା କରିବାର ଧ୍ୱନୀ —୨. Words used to goat ୨ goats or rams to butt each other's head.
- ୩. (ବହୁବାର) ଢାଇ (ଦେଖ) - —୩. Dhāi (See)