ଢିଙ୍କିଆ ଲାଉ

ଉଇକିଅଭିଧାନ‌ରୁ

ଢିଙ୍କିଆ ଲାଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକଜାତୀୟ ଲମ୍ୱ ଓ ବଡ଼ ଲାଉ — A kind of bottle gourd (large and long); lagenaria vulgaris.

ଢିଙ୍କିଆ ଲାଉ, ଟେକିଟାକି ଦେଲେ ପୀତ୍ରାକୁ ଯାଉ ଢଗ


[ ଦ୍ର— ଏ ଲତା ଥରେ ପିଢ଼ାରେ ମାଡ଼ିଲେ ଖୁବ୍ ଫଳେ ପାକଳ ଲାଉର ମୁଣ୍ଡ ପାଖକୁ କାଟି ତଦ୍ଦ୍ୱାରା ଯୋଗୀମାନେ ଥାଳ କରନ୍ତି ଓ ସୀତାରାର ହାଣ୍ଡି ହୁଏ ଢିଙ୍କିଆ ଲାଉ ଗଛକୁ ନିର୍ଲ୍ଲଜ ବ୍ୟକ୍ତି ସଙ୍ଗେ ଢଗରେ ଇତର ଲୋକେ ତୁଳନା କରିଥାନ୍ତି ଏଥିପାଇଁ ନିର୍ଲ୍ଲଜ ବ୍ୟକ୍ତିକୁ ଲକ୍ଷ କରି ଢଗ ବୋଲା ଯାଇଥାଏ ]