ଢିପ
ଦେଖଣା
ଢିପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଢପଣା—ଅନ୍ୟରୂପ)
ଦେଶଜ - ବି (ସଂସ୍କୃତ - ସ୍ତୁପ ବା ଦ୍ୱୀପ)
[ସମ୍ପାଦନା]- ୧. ଦ୍ୱୀପାକାର ବା ଉଚ୍ଚ ଭୂମି; କୁଦ —୧. High land; high ground.
- ୨. ମାଟିର ସ୍ତୁପ —୨. Mound of earth; a raised land; hillock.
ଦେଶଜ - ବିଶେଷଣ -
[ସମ୍ପାଦନା]ଉଚ୍ଚ; ଢିପ —Heigh; raised.
ଚତୁରସ୍ରେ ଦ୍ୱିପ ଯେ ଖାଲ କୋଣଯାଏ କୃଷ୍ଣସିଂହ. ମହାଭାରତ. ବନ