ଢୁସା
ଢୁସା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଢୁସି—ଅନ୍ୟରୁପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁଷ୍ ଧାତୁ=ହିଂସା କରିବା)[ସମ୍ପାଦନା]
- ୧. ମୁଣ୍ଡ ଖପୁରି ଉପରେ ଆଙ୍ଗୁଠି ମୁଠା କରି ମାରିବା ଆଘାତ; ଠଣା —୧. A hit on the head with the knuckles or back of the fist.
- ୨. ମୁଠା କରାଯାଇଥିବା କରତଳଦ୍ୱାରା ଭୂଷିବା ଆଘାତ — ୨. A butting stroke with the fisted palm.
- ୩. କୁସ୍ତିର ଗୋଟିଏ ପେଚ — ୩. A trick in wrestling.
[ ଦ୍ର—ଏ ପେଚରେ ଉପରେ ଥିବା ପହଲବାନ ତଳେ ଥିବା ପହଲବାନର ବେକରେ ହାତ ମାରି ତାହାକୁ ଚିତି କରେ]
(ଢୁସି—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ.[ସମ୍ପାଦନା]
ସ୍ଥୁଳକାୟ —Fat.