ତଇଳପିଆ
ଦେଖଣା
ତଇଳପିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଇଳପିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ତୈଳପାୟୀ)
[ସମ୍ପାଦନା]- ୧. ଯାହା ବହୁକାଳ ତେଲ ଲଗାଯାଇ ଦୃଢ଼ ବା ମସୃଣ କରାଯାଇଥାଏ— (ଯଥା)—ତଇଳପିଆ କାଣ୍ଡ; ତଇଳପିଆ ଯଷ୍ଟି) — ୧. (a stick) Saturated and made smooth with oil.
- ୨. ଯହିଁରେ ବହୁକାଳ ତେଲ ରଖାଯାଇ ସଡ଼ କରାଯାଏ ଥାଏ (ଯଥା—ତଇଳପିଆ ଘଡ଼ି ବା ମାଠିଆ) — ୨. (a pot) Soaked thoroughly with oil.
ବିଶେଷ୍ୟ -
[ସମ୍ପାଦନା]ଅସରପା ପୋକ —Cockroach; Blatta.