ତଇଳପିଆ

ଉଇକିଅଭିଧାନ‌ରୁ

ତଇଳପିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତୈଳପାୟୀ)[ସମ୍ପାଦନା]

୧. ଯାହା ବହୁକାଳ ତେଲ ଲଗାଯାଇ ଦୃଢ଼ ବା ମସୃଣ କରାଯାଇଥାଏ— (ଯଥା)—ତଇଳପିଆ କାଣ୍ଡ; ତଇଳପିଆ ଯଷ୍ଟି) — ୧. (a stick) Saturated and made smooth with oil.


୨. ଯହିଁରେ ବହୁକାଳ ତେଲ ରଖାଯାଇ ସଡ଼ କରାଯାଏ ଥାଏ (ଯଥା—ତଇଳପିଆ ଘଡ଼ି ବା ମାଠିଆ) — ୨. (a pot) Soaked thoroughly with oil.

ବିଶେଷ୍ୟ -[ସମ୍ପାଦନା]

ଅସରପା ପୋକ —Cockroach; Blatta.