Jump to content

ତକ

ଉଇକିଅଭିଧାନ‌ରୁ

ତକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନ୍ତ+କ)

[ସମ୍ପାଦନା]
୧. ପ୍ରଯ୍ୟନ୍ତ; ଅବଧି (ସ୍ଥାନ ବା ସମୟ) — ୧. Upto; till; until.

(ଯଥା—ମୁଁ ସନ୍ଧ୍ୟାବେଳେ ଅପେକ୍ଷା କଲି, ସେ ଆସିଲେ ନାହିଁ; ମୁଁ କାହାଁତକ ଯିବି?)

୨.ଠାରେ —୨. In.

(ଯଥା—ଏ କାର୍ଯ୍ୟଭାର ତୁମତକ ରହିଲା)

ଦେଶଜ - ପ୍ରତ୍ୟୟ

[ସମ୍ପାଦନା]

ସମୁଦାୟ; ମାନ — All; the whole of.

(ଯଥା—ମୋ ଟଙ୍କାତକ ଚୋର ନେଇଗଲା)