ତକାଇ ରହିବା
ଦେଖଣା
ତକାଇ ରହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତକାଇ ରହିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାହିଁ ରହିବା — ୧. To keep looking at; to gaze at; to look at.
- ୨. ଅପେକ୍ଷା କରି ରହିବା — ୨. To keep waiting for; to wait for
ରାତିକି ତକାଇ ରହିଲା—ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ