ତକ୍ରସଂଧାନ

ଉଇକିଅଭିଧାନ‌ରୁ

ତକ୍ରସଂଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ ଷଷ୍ଠୀ ତତ୍; ତକ୍ର+ସନ୍ଧାନ)[ସମ୍ପାଦନା]

ଦହି ସଙ୍ଗେ ସମ୍ୱର ଲୁଁଣ, ବେଶର ଓ ହଳଦି ମିଶାଯାଇ ୧୫: ଦିନ ପର୍ଯ୍ୟନ୍ତ ରଖାଯାଇ ତିଆରି କରାଯିବା କାଞ୍ଜି — A kind of sour gruel made from churned curd.

(ଯଥା— ଏହା ସେବନ କଲେ ପ୍ଲୀହା ରୋଗଭଲ ହୁଏ ହିନ୍ଦୀ - ଶବ୍ଦସାଗର)