ତଡ଼ାଉ
ଦେଶଜ - ବିଶେଷ୍ୟ -[ସମ୍ପାଦନା]
[[]] ୧ ତଡ଼ଉ ]] ୨ (ଦେଖ) - ୧. Taṟḍ̠au ୨ (See)
ଶ୍ରୀ ପୟରେ ତଡ଼ାଉ, ନୂପୁର, ମୁଦ୍ରିକା ମଣ୍ଡିତ ଅଙ୍ଗୁଜିର— ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. ପୋଷାକ —୨. Dress.
ମଣିମୟ ତଡ଼ାଉ ଶ୍ରୀଅଙ୍ଗେ ଲାଗି କରି, ଭାଲପଟେ ସିନ୍ଦୁର ତିଲକ ଦେଲେ ନାରୀ ବିଶ୍ୱନାଥ. ବିଚିତ୍ରରାମାୟଣ