ତଣ୍ଟାଇବା
ତଣ୍ଟାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ତଣ୍ଟାଇବା
|
ଦେଶଜ - କ୍ରି. (ସଂସ୍କୃତ - ତ୍ରୋଟୀ=ତୋଟି; ବେକର ସାମନା ପାଖ; ମନୁଷ୍ୟର ତୋଟିକୁ ଧଇଲେ ମନୁଷ୍ୟ କାବୁ ହୋଇ ରହେ; ସଂସ୍କୃତ - ଦାନ୍ତି= ଦମନ)[ସମ୍ପାଦନା]
- ୧. ଅକଳରେ ପକାଇବା; ଦଣ୍ଟେଇବା; ଆପଦରେ ପକାଇବା; ବେକାବୁ କରିବା —୧. To put a person in trouble or awkward position to corner a person, to embarass.
- ୨. ଗଳାଧକ୍କା ବା ତଣ୍ଟିଆ ମାରିବା — ୨. To give a push with the palm on the throat; to collar a person.
- ୩. (ପାଣି ବା ପ୍ରାଣ) ତଣ୍ଟି ବା କଣ୍ଠ ପର୍ଯ୍ୟନ୍ତ ଉଠିବା — ୩. (water or life) To rise up to the neck.
(ଯଥା—ବଢ଼ି ପାଣି ନଈବନ୍ଧକୁ ତଣ୍ଟାଇଲାଣି; ତା ପ୍ରାଣ ଆସି ତଣ୍ଟାଇଲାଣି, ସେ ମରିବାକୁ ବସିଲାଣି)