ଦଂଶକ

ଉଇକିଅଭିଧାନ‌ରୁ

ଦଂଶକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦନ୍ଶ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

ଦଂଶନକାରୀ; ଯେ କାମୁଡ଼େ —Biting; stinging.

ବିଶେଷ୍ୟ -[ସମ୍ପାଦନା]

୧. ଡାଂଶ —୧. Gadfly.
୨. ମଶା —୨. Gnat.
୩. ସାପ —୩. Snake.