ଦଇବ ଛଡ଼ା

ଉଇକିଅଭିଧାନ‌ରୁ

ଦଇବ ଛଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଇବୀ ଛଡ଼ା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସୃଷ୍ଟି ବହିର୍ଭୂତ; ଅସାଧାରଣ — ୧. Unusual; extraordinary.
୨. (ଗାଳିବିଶେଷ—ବିଧାତା ଯାହାର ପ୍ରତିକୂଳ ହୋଇଅଛି) ମନ୍ଦଭାଗ୍ୟ — ୨. Unfortunate; unlucky.
୩. ଦୁର୍ଭା ଗ୍ୟଜନିତ —୩. Due to ill luck.

ଦଇବଛଡ଼ା ଯେବେ ବ୍ୟାଧି ଉପୁଜଇ ଧନ ରତ୍ନ ଦେଇ ତା ପାରେ କେ ଘୁଞ୍ଚାଇଁ—କୃଷ୍ଣସିଂହ ମହାଭାରତ. ଶାନ୍ତି

୪. ଅଲକ୍ଷଣା; ଦୁର୍ଲକ୍ଷଣଯୁକ୍ତ —୪. Evil-omened.