ଦଉଡ଼ ଧାପଡ଼ କରିବା
ଦେଖଣା
ଦଉଡ଼ ଧାପଡ଼ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଉଡ଼ ଧାପଡ଼ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଏଆଡ଼େ ସେଆଡ଼େ ଧାଇଁବା — ୧. To run hither and thither.
- ୨. ଅନବରତ ବା ଅବିଶ୍ରାନ୍ତରୂପେ କର୍ମ କରିବା — ୨. To toil ceaselessly.
- ୩. କୌଣସି କାର୍ଯ୍ୟ ପାଇଁ ଯୋଗାଡ଼ ଓ ପରିଶ୍ରମ କରିବା — ୩. To actively engage in making prelimi. nary arrangement for any thing.