ଦଉଡ଼ି ଭାଙ୍ଗିବା
ଦେଖଣା
ଦଉଡ଼ି ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଛୋଟ ଓ ସରୁ ଦଉଡ଼ିମାନଙ୍କୁ ଏକତ୍ର କରି ବଳି ଗୋଟିଏ ମୋଟ ଟାଣୁଆ ରଜ୍ଜୁ ତିଆର କରିବା —୧. To twist a strong and thick rope with many slender and weak strings.
- ୨. ଝୋଟ, କତା ପ୍ରଭୃତିକୁ ବଳି ଦଉଡ଼ିରେ ପରିଣତ କରିବା — ୨. To twist or weave a rope from a fibrous substance.