ଦକ୍ଷିଣାନିଳ

ଉଇକିଅଭିଧାନ‌ରୁ

ଦକ୍ଷିଣାନିଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ଦଦକ୍ଷିଣ+ଅନିଳ)[ସମ୍ପାଦନା]

୧. ଦକ୍ଷିଣ ଦିଗରୁ ପ୍ରବାହିତ ବାୟୁ — ୧. South wind.
୨. ମଳୟାନିଳ; ଦକ୍ଷିଣାପବନ —୨. Agreeable, breeze blowing from the south.