ଦକ୍ଷିଣୀ ଦାରୀ
ଦେଖଣା
ଦକ୍ଷିଣୀ ଦାରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦକ୍ଷିଣୀ ଦାରୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧାକ୍ଷିଣାତ୍ୟ ଦେଶୀୟ ନର୍ତ୍ତକୀ — A Deccanese or Telugu dancing girl.
[ଦ୍ରଷ୍ଟବ୍ୟ — ଦାକ୍ଷିଣାତ୍ୟ ଅଞ୍ଚଳର ବେଶଭୁଷାକୁ ଓଡ଼ିଆମାନେ ପସନ୍ଦ କରନ୍ତି ସେଥିପାଇଁ କୌଣସି ସ୍ତ୍ରୀକୁ ବେଶୀ ସୁନ୍ଦରୀ ଦେଖିଲେ ଅନ୍ୟ ସ୍ତ୍ରୀ ଲୋକମାନେ ତାକୁ 'ଦକ୍ଷିଣୀ ଦାରୀ' ପରି ସୁନ୍ଦର ଦିଶୁଛି ବୋଲି କହିଥାନ୍ତି]