Jump to content

ଦଖଲ କରିବା

ଉଇକିଅଭିଧାନ‌ରୁ

ଦଖଲ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ)

[ସମ୍ପାଦନା]
୧. କୌଣସି ସମ୍ପତ୍ତିକୁ ଭୋଗକରିବା —୧. To be in possession or enjoyment of a propetry; to occupy.
୨. ଅଧିକାରଭୁକ୍ତ କରିବା — ୨. To take possession of.